ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୧ ।

0 110

ରାୟଗଡା ,ତା-୨୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୦୧,୦୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୬୧,୦୪୪, ଚିକିତ୍ସିତ ସଂଖ୍ୟା ୩୯,୨୩୨, ମୃତ ସଂଖ୍ୟା ୭୬୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୧ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୧୨୧, ସୁସ୍ଥ ସଂଖ୍ୟା ୬,୪୯୮,ଚିକିତ୍ସିତ ସଂଖ୍ୟା ୫୮୬ ଏବଂ ମୃତ ସଂଖ୍ୟା ୩୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୦୮ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୧ ବୋଲି ଜଣାପଡିଛି ।

Leave A Reply

Your email address will not be published.