ରାୟଗଡା ,ତା-୨୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୬,୮୮୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୫୭,୨୬୫, ଚିକିତ୍ସିତ ସଂଖ୍ୟା ୩୮,୮୧୮, ମୃତ ସଂଖ୍ୟା ୭୫୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୨ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୦୬୦, ସୁସ୍ଥ ସଂଖ୍ୟା ୬,୩୮୦,ଚିକିତ୍ସିତ ସଂଖ୍ୟା ୬୪୪ ଏବଂ ମୃତ ସଂଖ୍ୟା ୩୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୪୦ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୨ ବୋଲି ଜଣାପଡିଛି ।