ରାୟଗଡା ,ତା-୧୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୮,୬୪୨, ଚିକିତ୍ସିତ ସଂଖ୍ୟା ୩୫,୬୭୩, ମୃତ ସଂଖ୍ୟା ୬୩୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୩୬ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬,୨୨୨, ସୁସ୍ଥ ସଂଖ୍ୟା ୫,୫୧୪,ଚିକିତ୍ସିତ ସଂଖ୍ୟା ୬୭୫ ଏବଂ ମୃତ ସଂଖ୍ୟା ୩୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୯୮ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୩୬ ବୋଲି ଜଣାପଡିଛି ।