ରାୟଗଡା ,ତା-୧୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୫,୨୭୯, ଚିକିତ୍ସିତ ସଂଖ୍ୟା ୩୪,୮୪୯, ମୃତ ସଂଖ୍ୟା ୬୨୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୮ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬,୦୮୬, ସୁସ୍ଥ ସଂଖ୍ୟା ୫,୩୪୧,ଚିକିତ୍ସିତ ସଂଖ୍ୟା ୭୧୨ ଏବଂ ମୃତ ସଂଖ୍ୟା ୩୩ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୧୩ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୮ ବୋଲି ଜଣାପଡିଛି ।p