ରାୟଗଡାରେ ସ୍ଥିତି ସମୀକ୍ଷା କଲେ ୫ଟି ସଚିବ ।

0 186

ରାୟଗଡା,(ପିପିଟି ନ୍ଯୁଜ୍)୧୫/୦୫,୫ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍‌ ଦକ୍ଷିଣ ଓଡ଼ିଶା ଗସ୍ତ କରି ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ କରୋନା ସ୍ଥିତି ସମୀକ୍ଷା କରୁଛନ୍ତି । ପ୍ରଥମେ ରାୟଗଡ଼ାରେ ପହଞ୍ଚିଥିଲେ ୫ଟି ସଚିବ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଜେକେପୁରସ୍ଥିତ ଇଏସଆଇ ହସ୍ପିଟାଲ ପରିସରରେ ଥିବା ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିବା ସହ ଜିଲ୍ଲାରେ କରୋନା ମୁକାବିଲା ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.