କଳାହାଣ୍ଡି,୧୮/୦୬(ପିପିଟି); କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ କର୍ଲାମୁଣ୍ତା ପଞ୍ଚାୟତ ସ୍ଥିତ ରୁଗୁଡ଼ିପଡା ଗାଁରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଏହି ଗାଁ ଲୋକ ଯିବାଆସିବା ପାଇଁ ଭଲ ରାସ୍ତା ନାହିଁ । ଅଳ୍ପ ବର୍ଷା ହେଲେ ରାସ୍ତାରେ ପାଣି ଜମି ଯାଉଛି । ଗମନାଗମନରେ ବାଧା ସୃଷ୍ଟି ହେଉଛି । ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି ।
ରିପୋର୍ଟ -ବବୁଲୁ ସାହୁ ।