ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ।

0 494

କବିସୂର୍ଯ୍ଯ ନଗର,୩୦/୦୬(ପିପିଟି): କବିସୂର୍ଯ୍ଯ ନଗର ବ୍ଳକ ଅନ୍ତର୍ଗତ ସିଆଳିଆ ଗ୍ରାମରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଓ ଶୀଳା ସ୍ଥାପନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ,କବିସୂର୍ଯ୍ଯ ନଗର ବ୍ଳକ ଅଧ୍ୟକ୍ଷା ଜ୍ଯୋର୍ତିମୟୀ ସ୍ବାଇଁ, ବିଜେଡି ଜୋନ ସଭାପତି ନଚିକେତା ସ୍ବାଇଁ,ବିଜେଡି ଜନ ସଙ୍ଗଠକ ଅଶ୍ବୀନି ସ୍ବାଇଁ, ସିଆଳିଆ ସମିତିସଭ୍ଯ କମ୍ବୁପାଣି ନାହାକ, ଆମ୍ବପୁଆ ସରପଞ୍ଚ,ଆସ୍କା ବ୍ଲକ୍ ବିଜେଡି ସଭାପତି ରାଜେଶ ପଟ୍ଟନାୟକଙ୍କ ସହ ସିଆଳିଆ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ -ଉମା ଚରଣ ପଟ୍ଟନାୟକ

Leave A Reply

Your email address will not be published.