ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୧୯,୫୮୩, ମୃତ୍ୟୁ ସଂଖ୍ୟା ୧,୭୫୦ ।

0 1,496

ଭୁବନେଶ୍ବର,୦୨/୧୨(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୮୦ । ବର୍ତ୍ତମାନ ସୁଦ୍ଧା ୫୯,୭୭,୯୭୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୧୯,୫୮୩ ଚିହ୍ନଟ ହୋଇଛନ୍ତି ୩,୧୨,୭୩୪ ଜଣ ସୁସ୍ଥ ହୋଇଥିବା ବେଳେ ୫,୦୪୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୪୮୦ ଜଣଙ୍କ ମଧ୍ୟରୁ ୨୭୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୦୪ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.