ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୧୯,୧୦୩, ମୃତ୍ୟୁ ସଂଖ୍ୟା ୧,୭୪୪ ।

0 1,223

ଭୁବନେଶ୍ବର,୦୧/୧୨(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୭୮ । ବର୍ତ୍ତମାନ ସୁଦ୍ଧା ୫୯,୪୦,୯୦୧ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୧୯,୧୦୩ ଚିହ୍ନଟ ହୋଇଛନ୍ତି ୩,୧୨,୦୬୫ ଜଣ ସୁସ୍ଥ ହୋଇଥିବା ବେଳେ ୫,୨୪୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୭୮ ଜଣଙ୍କ ମଧ୍ୟରୁ ୨୧୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୫୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.