ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୧୮,୭୨୫, ମୃତ୍ୟୁ ସଂଖ୍ୟା ୧,୭୩୯ ।

0 1,262

ଭୁବନେଶ୍ବର,୩୦/୧୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୧୮ । ବର୍ତ୍ତମାନ ସୁଦ୍ଧା ୫୯,୦୪,୫୭୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୧୮,୭୨୫ ଚିହ୍ନଟ ହୋଇଛନ୍ତି ୩,୧୧,୨୫୬ ଜଣ ସୁସ୍ଥ ହୋଇଥିବା ବେଳେ ୫,୬୭୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୩୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୪୧୮ ଜଣଙ୍କ ମଧ୍ୟରୁ ୨୪୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୭୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.