ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୨,୮୭,୦୯୯, ମୃତ୍ୟୁ ସଂଖ୍ୟା ୧,୨୯୭ ।

0 1,503

ଭୁବନେଶ୍ବର,୨୯/୧୦(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧,୬୧୭ । ବର୍ତ୍ତମାନ ସୁଦ୍ଧା ୪୪,୬୩,୫୫୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୨,୮୭,୦୯୯ ଚିହ୍ନଟ ହୋଇଛନ୍ତି ୨,୭୦,୧୩୦ ଜଣ ସୁସ୍ଥ ହୋଇଥିବା ବେଳେ ୧୫,୬୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୨୯୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧,୬୧୭ ଜଣଙ୍କ ମଧ୍ୟରୁ ୯୪୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୬୭୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.