ଭୁବନେଶ୍ବର ୦୬/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୮୮। କରୋନା ପଜିଟିଭ ସଂଖ୍ୟା ୩,୪୩,୮୫୬ ଚିହ୍ନଟ ହୋଇଛନ୍ତି ୩,୩୮,୧୫୦ ଜଣ ସୁସ୍ଥ ହୋଇଥିବା ବେଳେ ୩୭୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୪,୧୯୯ସୁସ୍ଥ ସଂଖ୍ୟା ୫୩,୨୪୭ ଚିକିତ୍ସିତ ସଂଖ୍ୟା ୬୦୧, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୬୫୨ ସୁସ୍ଥ ସଂଖ୍ୟା ୨୯,୬୮୨ ଚିକିତ୍ସିତ ସଂଖ୍ୟା ୨୧୯, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୦୩୯, ସୁସ୍ଥ ସଂଖ୍ୟା ୨୧,୭୨୦ ଚିକିତ୍ସିତ ସଂଖ୍ୟା ୬୩ ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।