ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୩,୨୬୮,ମୃତ୍ୟୁ ସଂଖ୍ୟା ୧୯୨୨।

0 1,502

ଭୁବନେଶ୍ବର ୦୫/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୭୩। କରୋନା ପଜିଟିଭ ସଂଖ୍ୟା ୩,୪୩,୨୬୮ଚିହ୍ନଟ ହୋଇଛନ୍ତି ୩,୩୭,୯୩୫ଜଣ ସୁସ୍ଥ ହୋଇଥିବା ବେଳେ ୩୩୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୪,୦୯୪ସୁସ୍ଥ ସଂଖ୍ୟା ୫୩,୧୩୫ ଚିକିତ୍ସିତ ସଂଖ୍ୟା ୫୪୨, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୬୫୨ ସୁସ୍ଥ ସଂଖ୍ୟା ୨୯,୨୯୬ ଚିକିତ୍ସିତ ସଂଖ୍ୟା ୨୦୯, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୦୧୨, ସୁସ୍ଥ ସଂଖ୍ୟା ୨୧,୭୧୪, ଚିକିତ୍ସିତ ସଂଖ୍ୟା ୪୨, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.