ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୪୨,୨୨୪ମୃତ୍ୟୁ ସଂଖ୍ୟା ୧୯୨୧ ।

0 1,567

ଭୁବନେଶ୍ବର ୦୩/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୫୨। କରୋନା ପଜିଟିଭ ସଂଖ୍ୟା ୩,୪୨,୨୨୪ଚିହ୍ନଟ ହୋଇଛନ୍ତି ୩,୩୭,୪୩୦ଜଣ ସୁସ୍ଥ ହୋଇଥିବା ବେଳେ ୨୮୨୦ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୨୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୯୫୮ସୁସ୍ଥ ସଂଖ୍ୟା ୫୩,୧୩୫ ଚିକିତ୍ସିତ ସଂଖ୍ୟା ୪୭୩, ମୃତ ସଂଖ୍ୟା ୩୪୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୬୦୨ ସୁସ୍ଥ ସଂଖ୍ୟା ୨୯,୨୫୦ ଚିକିତ୍ସିତ ସଂଖ୍ୟା ୨୦୬, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୯୨, ସୁସ୍ଥ ସଂଖ୍ୟା ୨୧,୭୦୧, ଚିକିତ୍ସିତ ସଂଖ୍ୟା ୩୫, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.