ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୯,୯୦୪ମୃତ୍ୟୁ ସଂଖ୍ୟା ୧,୯୨୦ ।

0 1,461

ଭୁବନେଶ୍ବର ୨୭/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୧୦। କରୋନା ପଜିଟିଭ ସଂଖ୍ୟା ୩,୩୯,୯୦୪ ଚିହ୍ନଟ ହୋଇଛନ୍ତି ୩,୩୬,୪୮୨ଜଣ ସୁସ୍ଥ ହୋଇଥିବା ବେଳେ ୧୪୪୯ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୫୮୦ସୁସ୍ଥ ସଂଖ୍ୟା ୫୩,୦୧୩ ଚିକିତ୍ସିତ ସଂଖ୍ୟା ୨୧୭, ମୃତ ସଂଖ୍ୟା ୩୪୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୪୬୩, ସୁସ୍ଥ ସଂଖ୍ୟା ୨୯,୧୦୪ ଚିକିତ୍ସିତ ସଂଖ୍ୟା ୨୧୩, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୪୪, ସୁସ୍ଥ ସଂଖ୍ୟା ୨୧,୬୭୩, ଚିକିତ୍ସିତ ସଂଖ୍ୟା ୧୫, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.