ଭୁବନେଶ୍ବର ୨୬/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୩୪। କରୋନା ପଜିଟିଭ ସଂଖ୍ୟା ୩,୩୯,୬୯୪ ଚିହ୍ନଟ ହୋଇଛନ୍ତି ୩,୩୬,୪୦୯ଜଣ ସୁସ୍ଥ ହୋଇଥିବା ବେଳେ ୧୩୧୩ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୫୨୯ସୁସ୍ଥ ସଂଖ୍ୟା ୫୩,୦୦୬ ଚିକିତ୍ସିତ ସଂଖ୍ୟା ୧୭୩, ମୃତ ସଂଖ୍ୟା ୩୪୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୪୪୪, ସୁସ୍ଥ ସଂଖ୍ୟା ୨୯,୦୯୯ ଚିକିତ୍ସିତ ସଂଖ୍ୟା ୧୯୯, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୪୧, ସୁସ୍ଥ ସଂଖ୍ୟା ୨୧,୬୭୩, ଚିକିତ୍ସିତ ସଂଖ୍ୟା ୧୨, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।