ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୯,୨୪୬ମୃତ୍ୟୁ ସଂଖ୍ୟା ୧,୯୧୯ ।

0 1,432

ଭୁବନେଶ୍ବର ୨୪/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୦। କରୋନା ପଜିଟିଭ ସଂଖ୍ୟା ୩,୩୯,୨୪୬ ଚିହ୍ନଟ ହୋଇଛନ୍ତି ୩,୩୬,୨୬୬ଜଣ ସୁସ୍ଥ ହୋଇଥିବା ବେଳେ ୧୦୦୮ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୪୬୪ସୁସ୍ଥ ସଂଖ୍ୟା ୫୨,୯୮୯ ଚିକିତ୍ସିତ ସଂଖ୍ୟା ୧୨୫, ମୃତ ସଂଖ୍ୟା ୩୪୦, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୩୯୫, ସୁସ୍ଥ ସଂଖ୍ୟା ୨୯,୦୮୯ ଚିକିତ୍ସିତ ସଂଖ୍ୟା ୧୬୦, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୩୫, ସୁସ୍ଥ ସଂଖ୍ୟା ୨୧,୬୭୦, ଚିକିତ୍ସିତ ସଂଖ୍ୟା ୯, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.