ଭୁବନେଶ୍ବର,୧୮/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୪। କରୋନା ପଜିଟିଭ ସଂଖ୍ୟା ୩,୩୮,୪୮୯ ଚିହ୍ନଟ ହୋଇଛନ୍ତି ୩,୩୫,୮୫୭ଜଣ ସୁସ୍ଥ ହୋଇଥିବା ବେଳେ ୬୬୧ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୩୪୮ସୁସ୍ଥ ସଂଖ୍ୟା ୫୨,୯୪୪ ଚିକିତ୍ସିତ ସଂଖ୍ୟା ୫୫, ମୃତ ସଂଖ୍ୟା ୩୩୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୨୭୫, ସୁସ୍ଥ ସଂଖ୍ୟା ୨୯,୦୩୮ ଚିକିତ୍ସିତ ସଂଖ୍ୟା ୯୧, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୧୯, ସୁସ୍ଥ ସଂଖ୍ୟା ୨୧,୬୫୧, ଚିକିତ୍ସିତ ସଂଖ୍ୟା ୧୨, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।