ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୮,୦୫୬,ମୃତ୍ୟୁ ସଂଖ୍ୟା ୧,୯୧୮ ।

0 1,615

ଭୁବନେଶ୍ବର,୧୨/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୪ । କରୋନା ପଜିଟିଭ ସଂଖ୍ୟା ୩,୩୮,୦୫୬ ଚିହ୍ନଟ ହୋଇଛନ୍ତି ୩,୩୫,୪୦୮ ଜଣ ସୁସ୍ଥ ହୋଇଥିବା ବେଳେ ୬୭୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୩୦୩,ସୁସ୍ଥ ସଂଖ୍ୟା ୫୨,୮୮୯, ଚିକିତ୍ସିତ ସଂଖ୍ୟା ୬୫, ମୃତ ସଂଖ୍ୟା ୩୩୯, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୨୨୧, ସୁସ୍ଥ ସଂଖ୍ୟା ୨୯,୦୨୨, ଚିକିତ୍ସିତ ସଂଖ୍ୟା ୫୩, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୦୩, ସୁସ୍ଥ ସଂଖ୍ୟା ୨୧,୬୪୫, ଚିକିତ୍ସିତ ସଂଖ୍ୟା ୦୨, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.