ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୭,୭୪୪,ମୃତ୍ୟୁ ସଂଖ୍ୟା ୧,୯୧୭ ।

0 1,447

ଭୁବନେଶ୍ବର,୦୭/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୦ । କରୋନା ପଜିଟିଭ ସଂଖ୍ୟା ୩,୩୭,୭୪୪ ଚିହ୍ନଟ ହୋଇଛନ୍ତି ୩,୩୪,୯୯୦ ଜଣ ସୁସ୍ଥ ହୋଇଥିବା ବେଳେ ୭୮୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୨୭୨,ସୁସ୍ଥ ସଂଖ୍ୟା ୫୨,୮୫୭, ଚିକିତ୍ସିତ ସଂଖ୍ୟା ୬୭, ମୃତ ସଂଖ୍ୟା ୩୩୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୧୮୨, ସୁସ୍ଥ ସଂଖ୍ୟା ୨୮,୯୯୩, ଚିକିତ୍ସିତ ସଂଖ୍ୟା ୪୩, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୯୦୧, ସୁସ୍ଥ ସଂଖ୍ୟା ୨୧,୬୪୦, ଚିକିତ୍ସିତ ସଂଖ୍ୟା ୦୫, ମୃତ ସଂଖ୍ୟା ୨୪୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.