ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୭,୩୫୧,ମୃତ୍ୟୁ ସଂଖ୍ୟା ୧,୯୧୭ ।

0 1,490

ଭୁବନେଶ୍ବର,୦୩/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୯୭ । ବର୍ତ୍ତମାନ ସୁଦ୍ଧା ୮୩,୮୩,୧୯୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୭,୪୪୫ ଚିହ୍ନଟ ହୋଇଛନ୍ତି ୩,୩୪,୭୦୩ ଜଣ ସୁସ୍ଥ ହୋଇଥିବା ବେଳେ ୭୭୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୨୩୪,ସୁସ୍ଥ ସଂଖ୍ୟା ୫୨,୮୨୮, ଚିକିତ୍ସିତ ସଂଖ୍ୟା ୫୮, ମୃତ ସଂଖ୍ୟା ୩୩୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୧୭୨, ସୁସ୍ଥ ସଂଖ୍ୟା ୨୮,୯୮୨, ଚିକିତ୍ସିତ ସଂଖ୍ୟା ୪୪, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୯୭, ସୁସ୍ଥ ସଂଖ୍ୟା ୨୧,୬୩୭, ଚିକିତ୍ସିତ ସଂଖ୍ୟା ୦୪, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୯୭ ଜଣଙ୍କ ମଧ୍ୟରୁ ୫୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.