ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୬,୫୧୩,ମୃତ୍ୟୁ ସଂଖ୍ୟା ୧,୯୧୪ ।

0 1,447

ଭୁବନେଶ୍ବର,୧୯/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୩ । ବର୍ତ୍ତମାନ ସୁଦ୍ଧା ୮୧,୨୩,୨୩୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୬,୫୧୩ ଚିହ୍ନଟ ହୋଇଛନ୍ତି ୩,୩୩,୭୮୮ ଜଣ ସୁସ୍ଥ ହୋଇଥିବା ବେଳେ ୬୫୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୧୪୬,ସୁସ୍ଥ ସଂଖ୍ୟା ୫୨,୭୭୮, ଚିକିତ୍ସିତ ସଂଖ୍ୟା ୨୧, ମୃତ ସଂଖ୍ୟା ୩୩୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୧୨୦, ସୁସ୍ଥ ସଂଖ୍ୟା ୨୮,୯୪୫, ଚିକିତ୍ସିତ ସଂଖ୍ୟା ୨୯, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୯୧, ସୁସ୍ଥ ସଂଖ୍ୟା ୨୧,୬୩୨, ଚିକିତ୍ସିତ ସଂଖ୍ୟା ୦୩, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୫୩ ଜଣଙ୍କ ମଧ୍ୟରୁ ୩୧ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.