ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୩,୮୬୬, ମୃତ୍ୟୁ ସଂଖ୍ୟା ୧,୯୦୩ ।

0 1,656

ଭୁବନେଶ୍ବର,୨୧/୦୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୩ । ବର୍ତ୍ତମାନ ସୁଦ୍ଧା ୭୪,୭୭,୭୫୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୩,୮୬୬ ଚିହ୍ନଟ ହୋଇଛନ୍ତି ୩,୩୦,୩୨୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୫୮୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୯୬୭,ସୁସ୍ଥ ସଂଖ୍ୟା ୫୨,୫୪୪, ଚିକିତ୍ସିତ ସଂଖ୍ୟା ୭୯, ମୃତ ସଂଖ୍ୟା ୩୩୪, କଟକ ଜିଲାରେ ଆକ୍ରାନ୍ତ ସଂଖ୍ୟା ୨୮,୯୨୭, ସୁସ୍ଥ ସଂଖ୍ୟା ୨୮,୭୧୫, ଚିକିତ୍ସିତ ସଂଖ୍ୟା ୬୭, ମୃତ ସଂଖ୍ୟା ୧୪୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୫୮, ସୁସ୍ଥ ସଂଖ୍ୟା ୨୧,୫୮୪, ଚିକିତ୍ସିତ ସଂଖ୍ୟା ୧୮, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୧୪୩ ଜଣଙ୍କ ମଧ୍ୟରୁ ୮୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୫୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.