ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୨,୯୪୯, ମୃତ୍ୟୁ ସଂଖ୍ୟା ୧,୮୯୮ ।

0 1,117

ଭୁବନେଶ୍ବର,୧୫/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୮୬ । ବର୍ତ୍ତମାନ ସୁଦ୍ଧା ୭୩,୧୯,୬୦୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୨,୯୪୯ ଚିହ୍ନଟ ହୋଇଛନ୍ତି ୩,୨୮,୮୩୨ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୬୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୯୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୧୮୬ ଜଣଙ୍କ ମଧ୍ୟରୁ ୧୦୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୭୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.