ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୩୨,୭୬୩, ମୃତ୍ୟୁ ସଂଖ୍ୟା ୧,୮୯୬ ।

0 1,334

ଭୁବନେଶ୍ବର,୧୪/୦୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୨ । ବର୍ତ୍ତମାନ ସୁଦ୍ଧା ୭୨,୯୨,୦୬୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୨,୭୬୩ ଚିହ୍ନଟ ହୋଇଛନ୍ତି ୩,୨୮,୬୨୨ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୯୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୯୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨୨୨ ଜଣଙ୍କ ମଧ୍ୟରୁ ୧୨୭ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୯୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.