ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୯,୩୦୬, ମୃତ୍ୟୁ ସଂଖ୍ୟା ୧,୮୭୧ ।

0 1,159

ଭୁବନେଶ୍ବର,୩୦/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୦୫ । ବର୍ତ୍ତମାନ ସୁଦ୍ଧା ୬୯,୧୫,୪୩୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୯,୩୦୬ ଚିହ୍ନଟ ହୋଇଛନ୍ତି ୩,୨୪,୭୭୫ ଜଣ ସୁସ୍ଥ ହୋଇଥିବା ବେଳେ ୨,୬୦୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୭୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୦୨ ଜଣଙ୍କ ମଧ୍ୟରୁ ୧୭୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.