ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୮,୭୩୮, ମୃତ୍ୟୁ ସଂଖ୍ୟା ୧,୮୬୪ ।

0 1,130

ଭୁବନେଶ୍ବର,୨୮/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୩୪ । ବର୍ତ୍ତମାନ ସୁଦ୍ଧା ୬୮,୫୫,୮୨୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୮,୭୩୮ ଚିହ୍ନଟ ହୋଇଛନ୍ତି ୩,୨୪,୦୬୮ ଜଣ ସୁସ୍ଥ ହୋଇଥିବା ବେଳେ ୨,୭୫୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୬୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨୩୪ ଜଣଙ୍କ ମଧ୍ୟରୁ ୧୩୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୯୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.