ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୫,୮୬୧, ମୃତ୍ୟୁ ସଂଖ୍ୟା ୧,୮୩୨ ।

0 1,134

ଭୁବନେଶ୍ବର,୧୯/୧୨(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୬ । ବର୍ତ୍ତମାନ ସୁଦ୍ଧା ୬୫,୬୯,୨୭୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୫,୮୬୧ ଚିହ୍ନଟ ହୋଇଛନ୍ତି ୩,୨୦,୯୪୭ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୨୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୩୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୫୬ ଜଣଙ୍କ ମଧ୍ୟରୁ ୧୯୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୫୭ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.