ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୫,୫୦୫, ମୃତ୍ୟୁ ସଂଖ୍ୟା ୧,୮୨୯ ।

0 1,165

ଭୁବନେଶ୍ବର,୧୮/୧୨(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୮ । ବର୍ତ୍ତମାନ ସୁଦ୍ଧା ୬୫,୩୬,୨୧୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୫,୫୦୫ ଚିହ୍ନଟ ହୋଇଛନ୍ତି ୩,୨୦,୫୮୪ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୩୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୨୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୫୮ ଜଣଙ୍କ ମଧ୍ୟରୁ ୨୦୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୫୦ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.