ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୪,୭୯୬, ମୃତ୍ୟୁ ସଂଖ୍ୟା ୧,୮୨୦ ।

0 1,133

ଭୁବନେଶ୍ବର,୧୬/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୦୭ । ବର୍ତ୍ତମାନ ସୁଦ୍ଧା ୬୪,୬୮,୯୫୭ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୪,୭୯୬ ଚିହ୍ନଟ ହୋଇଛନ୍ତି ୩,୧୯,୮୫୦ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୭୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୪୦୭ ଜଣଙ୍କ ମଧ୍ୟରୁ ୨୩୬ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୭୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.