ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୪,୦୮୯, ମୃତ୍ୟୁ ସଂଖ୍ୟା ୧,୮୧୧ ।

0 1,083

ଭୁବନେଶ୍ବର,୧୪/୧୨(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୩୨ । ବର୍ତ୍ତମାନ ସୁଦ୍ଧା ୬୪,୦୯,୬୭୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୪,୦୮୯ ଚିହ୍ନଟ ହୋଇଛନ୍ତି ୩,୧୯,୦୬୯ ଜଣ ସୁସ୍ଥ ହୋଇଥିବା ବେଳେ ୩,୨୫୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୩୨ ଜଣଙ୍କ ମଧ୍ୟରୁ ୧୮୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୪୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.