ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୩,୭୫୭, ମୃତ୍ୟୁ ସଂଖ୍ୟା ୧,୮୦୭ ।

0 1,135

ଭୁବନେଶ୍ବର,୧୩/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୯୩ । ବର୍ତ୍ତମାନ ସୁଦ୍ଧା ୬୩,୭୮,୭୮୪ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୩,୭୫୭ ଚିହ୍ନଟ ହୋଇଛନ୍ତି ୩,୧୮,୬୮୩ ଜଣ ସୁସ୍ଥ ହୋଇଥିବା ବେଳେ ୩,୨୧୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୦୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୯୩ ଜଣଙ୍କ ମଧ୍ୟରୁ ୨୨୮ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୬୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.