ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୩,୨୧,୫୬୪, ମୃତ୍ୟୁ ସଂଖ୍ୟା ୧,୭୭୮ ।

0 1,568

ଭୁବନେଶ୍ବର,୦୭/୧୨(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୬୮ । ବର୍ତ୍ତମାନ ସୁଦ୍ଧା ୬୧,୮୦,୯୯୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୨୧,୫୬୪ ଚିହ୍ନଟ ହୋଇଛନ୍ତି ୩,୧୫,୮୪୯ ଜଣ ସୁସ୍ଥ ହୋଇଥିବା ବେଳେ ୩,୮୯୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୭୭୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୩୬୮ ଜଣଙ୍କ ମଧ୍ୟରୁ ୨୧୨ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୫୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Leave A Reply

Your email address will not be published.