ଭୁବନେଶ୍ବର ୨୫/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୧୧୬। ପଜିଟିଭ ସଂଖ୍ୟା ୪,୦୭,୪୫୭ ଚିହ୍ନଟ ହୋଇଛନ୍ତି ୩,୫୯,୪୬୭ ଜଣ ସୁସ୍ଥ ହୋଇଥିବା ବେଳେ ୪୫,୯୪୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୮୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୪,୧୮୬ ସୁସ୍ଥ ସଂଖ୍ୟା ୫୫,୮୬୩ ଚିକିତ୍ସିତ ସଂଖ୍ୟା ୭୯୬୯, ମୃତ ସଂଖ୍ୟା ୩୪୪, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୦୪୪ ସୁସ୍ଥ ସଂଖ୍ୟା ୩୦,୨୩୫ ଚିକିତ୍ସିତ ସଂଖ୍ୟା ୨୬୬୧, ମୃତ ସଂଖ୍ୟା ୧୪୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୩୦୮, ସୁସ୍ଥ ସଂଖ୍ୟା ୨୨,୨୬୦ ଚିକିତ୍ସିତ ସଂଖ୍ୟା ୭୮୪ ମୃତ ସଂଖ୍ୟା ୨୫୬, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୩୧୨ ସୁସ୍ଥ ସଂଖ୍ୟା ୧୯,୧୪୬, ଚିକିତ୍ସିତ ସଂଖ୍ୟା ୫୯୮୧, ମୃତ ସଂଖ୍ୟା ୧୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।