ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୬୨୧୫।

0 1,193

ଭୁବନେଶ୍ବର ୨୩/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୨୧୫। ପଜିଟିଭ ସଂଖ୍ୟା ୩,୯୪,୬୯୪ ଚିହ୍ନଟ ହୋଇଛନ୍ତି ୩,୫୩,୫୫୧ଜଣ ସୁସ୍ଥ ହୋଇଥିବା ବେଳେ ୩୯,୧୧୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୭୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୧୨୨ ସୁସ୍ଥ ସଂଖ୍ୟା ୫୫,୦୭୨ଚିକିତ୍ସିତ ସଂଖ୍ୟା ୬୬୯୭, ମୃତ ସଂଖ୍ୟା ୩୪୩, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୫୬୫ ସୁସ୍ଥ ସଂଖ୍ୟା ୨୯,୯୧୬ ଚିକିତ୍ସିତ ସଂଖ୍ୟା ୨୩୦୨, ମୃତ ସଂଖ୍ୟା ୧୪୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୦୧୩, ସୁସ୍ଥ ସଂଖ୍ୟା ୨୨,୧୪୯ ଚିକିତ୍ସିତ ସଂଖ୍ୟା ୬୦୧ମୃତ ସଂଖ୍ୟା ୨୫୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୭୩୯, ସୁସ୍ଥ ସଂଖ୍ୟା ୧୮,୦୫୯, ଚିକିତ୍ସିତ ସଂଖ୍ୟା ୫୪୯୮, ମୃତ ସଂଖ୍ୟା ୧୭୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.