ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୬୧୬୪।

0 635

ଭୁବନେଶ୍ବର ୨୨/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୧୬୪। ପଜିଟିଭ ସଂଖ୍ୟା ୩,୮୮,୪୭୯ ଚିହ୍ନଟ ହୋଇଛନ୍ତି ୩,୫୧,୩୮୬ ଜଣ ସୁସ୍ଥ ହୋଇଥିବା ବେଳେ ୩୫,୦୭୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୬୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୧୭୨ ସୁସ୍ଥ ସଂଖ୍ୟା ୫୪,୮୭୪ ଚିକିତ୍ସିତ ସଂଖ୍ୟା ୫୯୪୬, ମୃତ ସଂଖ୍ୟା ୩୪୨, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୯୮୨ ସୁସ୍ଥ ସଂଖ୍ୟା ୨୯,୮୫୭ ଚିକିତ୍ସିତ ସଂଖ୍ୟା ୧୯୭୮, ମୃତ ସଂଖ୍ୟା ୧୪୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୯୪୬, ସୁସ୍ଥ ସଂଖ୍ୟା ୨୨,୧୦୦ ଚିକିତ୍ସିତ ସଂଖ୍ୟା ୫୮୫ ମୃତ ସଂଖ୍ୟା ୨୫୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୩,୦୫୫, ସୁସ୍ଥ ସଂଖ୍ୟା ୧୭,୮୧୮, ଚିକିତ୍ସିତ ସଂଖ୍ୟା ୫୦୫୫, ମୃତ ସଂଖ୍ୟା ୧୭୮ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.