ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୪୭୬୧।

0 7

ଭୁବନେଶ୍ବର ୨୦/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୭୬୧। ପଜିଟିଭ ସଂଖ୍ୟା ୩,୭୭,୪୬୪ ଚିହ୍ନଟ ହୋଇଛନ୍ତି ୩,୪୭,୬୩୭ ଜଣ ସୁସ୍ଥ ହୋଇଥିବା ବେଳେ ୨୭,୮୨୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୫୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୩୩୭ ସୁସ୍ଥ ସଂଖ୍ୟା ୫୪,୫୧୬ ଚିକିତ୍ସିତ ସଂଖ୍ୟା ୪୪୭୦, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୩୧୮ସୁସ୍ଥ ସଂଖ୍ୟା ୨୯,୭୪୪ ଚିକିତ୍ସିତ ସଂଖ୍ୟା ୧୪୨୮, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୬୬୦, ସୁସ୍ଥ ସଂଖ୍ୟା ୨୨,୦୧୧ ଚିକିତ୍ସିତ ସଂଖ୍ୟା ୩୯୦ ମୃତ ସଂଖ୍ୟା ୨୫୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.