ରାଜ୍ୟରେ ନୂତନ ସଂକ୍ରାମିତ ସଂଖ୍ୟା ୩୧୦୮ ।

0 1,518

ଭୁବନେଶ୍ବର ୧୬/୦୪(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୧୦୮। କରୋନା ପଜିଟିଭ ସଂଖ୍ୟା ୩,୬୧,୪୫୦ଚିହ୍ନଟ ହୋଇଛନ୍ତି ୩,୪୨,୫୭୦ ଜଣ ସୁସ୍ଥ ହୋଇଥିବା ବେଳେ ୧୬,୮୮୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧୯୩୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୬,୭୨୯ ସୁସ୍ଥ ସଂଖ୍ୟା ୫୩,୮୬୫ ଚିକିତ୍ସିତ ସଂଖ୍ୟା ୨୫୧୩, ମୃତ ସଂଖ୍ୟା ୩୪୧, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୫୫୩ ସୁସ୍ଥ ସଂଖ୍ୟା ୨୯,୫୩୫ଚିକିତ୍ସିତ ସଂଖ୍ୟା ୮୭୨, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୪୩୯, ସୁସ୍ଥ ସଂଖ୍ୟା ୨୧,୮୬୨ ଚିକିତ୍ସିତ ସଂଖ୍ୟା ୩୧୮ ମୃତ ସଂଖ୍ୟା ୨୫୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.