ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୨୧୫ ।

0 1,325

ଭୁବନେଶ୍ବର ୧୮/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୧୫ । ପଜିଟିଭ ସଂଖ୍ୟା ୯,୫୪,୩୨୬ ଚିହ୍ନଟ ହୋଇଛନ୍ତି ୯,୨୭,୯୨୬ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୨୮୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୫୦୫୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୪୩,୯୮୮ ସୁସ୍ଥ ସଂଖ୍ୟା ୧,୩୮,୨୩୦ ଚିକିତ୍ସିତ ସଂଖ୍ୟା ୪,୮୫୧, ମୃତ ସଂଖ୍ୟା ୮୯୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୩,୪୮୨ ସୁସ୍ଥ ସଂଖ୍ୟା ୮୦,୨୭୯ ଚିକିତ୍ସିତ ସଂଖ୍ୟା ୨,୮୮୮, ମୃତ ସଂଖ୍ୟା ୩୧୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୨୯୯ ସୁସ୍ଥ ସଂଖ୍ୟା ୩୨,୭୮୮ ଚିକିତ୍ସିତ ସଂଖ୍ୟା ୮୪, ମୃତ ସଂଖ୍ୟା ୪୧୬, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୦,୨୨୯ ସୁସ୍ଥ ସଂଖ୍ୟା ୫୯,୧୨୪ ଚିକିତ୍ସିତ ସଂଖ୍ୟା ୬୬୧ ,ମୃତ ସଂଖ୍ୟା ୪୪୦,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୨୮୮ ସୁସ୍ଥ ସଂଖ୍ୟା ୧୧,୦୦୬ ଚିକିତ୍ସିତ ସଂଖ୍ୟା ୨୩୯ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.