ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୮୦୩ ।

0 1,395

ଭୁବନେଶ୍ବର ୦୫/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୮୦୩ । ପଜିଟିଭ ସଂଖ୍ୟା ୯,୨୪,୬୯୯ ଚିହ୍ନଟ ହୋଇଛନ୍ତି ୮,୯୦,୭୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨୯,୬୨୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୨୪୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୭,୯୭୩ ସୁସ୍ଥ ସଂଖ୍ୟା ୧,୩୨,୦୪୮ ଚିକିତ୍ସିତ ସଂଖ୍ୟା ୫,୨୨୪, ମୃତ ସଂଖ୍ୟା ୬୯୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୯,୦୩୬ ସୁସ୍ଥ ସଂଖ୍ୟା ୭୪,୩୯୩ ଚିକିତ୍ସିତ ସଂଖ୍ୟା ୪,୩୪୨, ମୃତ ସଂଖ୍ୟା ୨୯୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୧୪୪ ସୁସ୍ଥ ସଂଖ୍ୟା ୩୨,୬୪୨ ଚିକିତ୍ସିତ ସଂଖ୍ୟା ୧୪୧, ମୃତ ସଂଖ୍ୟା ୩୫୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୪୧୧ ସୁସ୍ଥ ସଂଖ୍ୟା ୫୮,୪୮୦ ଚିକିତ୍ସିତ ସଂଖ୍ୟା ୫୫୫ ,ମୃତ ସଂଖ୍ୟା ୩୭୨ ,ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୮୭୧ ସୁସ୍ଥ ସଂଖ୍ୟା ୧୦,୨୧୦ ଚିକିତ୍ସିତ ସଂଖ୍ୟା ୬୧୮ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.