ଭୁବନେଶ୍ବର ୦୧/୦୭(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୦୮୭ । ପଜିଟିଭ ସଂଖ୍ୟା ୯,୧୨,୮୮୭ ଚିହ୍ନଟ ହୋଇଛନ୍ତି ୮,୭୭,୫୪୦ ଜଣ ସୁସ୍ଥ ହୋଇଥିବା ବେଳେ ୩୧,୨୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୪୦୬୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୬,୧୪୩ ସୁସ୍ଥ ସଂଖ୍ୟା ୧,୩୦,୨୮୭ ଚିକିତ୍ସିତ ସଂଖ୍ୟା ୫,୧୯୦, ମୃତ ସଂଖ୍ୟା ୬୫୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୭,୧୧୪ ସୁସ୍ଥ ସଂଖ୍ୟା ୭୨,୫୪୧ ଚିକିତ୍ସିତ ସଂଖ୍ୟା ୪,୨୮୨, ମୃତ ସଂଖ୍ୟା ୨୮୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୦୬୮ ସୁସ୍ଥ ସଂଖ୍ୟା ୩୨,୫୭୩ ଚିକିତ୍ସିତ ସଂଖ୍ୟା ୧୪୬ , ମୃତ ସଂଖ୍ୟା ୩୪୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯,୧୪୮ ସୁସ୍ଥ ସଂଖ୍ୟା ୫୮,୧୬୫ ଚିକିତ୍ସିତ ସଂଖ୍ୟା ୬୨୩ ,ମୃତ ସଂଖ୍ୟା ୩୫୬ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୬୩୪ ସୁସ୍ଥ ସଂଖ୍ୟା ୯,୯୬୫ ଚିକିତ୍ସିତ ସଂଖ୍ୟା ୬୨୬ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।