ଭୁବନେଶ୍ବର ୨୪/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୬୦୬ । ପଜିଟିଭ ସଂଖ୍ୟା ୮,୯୦,୫୯୬ ଚିହ୍ନଟ ହୋଇଛନ୍ତି ୮,୫୩,୦୧୨ ଜଣ ସୁସ୍ଥ ହୋଇଥିବା ବେଳେ ୩୩,୭୭୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୭୬୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୨,୫୯୦ ସୁସ୍ଥ ସଂଖ୍ୟା ୧,୨୬,୭୨୭ ଚିକିତ୍ସିତ ସଂଖ୍ୟା ୫,୨୫୬, ମୃତ ସଂଖ୍ୟା ୫୯୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୩,୯୧୬ ସୁସ୍ଥ ସଂଖ୍ୟା ୭୦,୦୭୫ ଚିକିତ୍ସିତ ସଂଖ୍ୟା ୩୫୮୦, ମୃତ ସଂଖ୍ୟା ୨୫୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୯୩୩ ସୁସ୍ଥ ସଂଖ୍ୟା ୩୨,୪୧୫ ଚିକିତ୍ସିତ ସଂଖ୍ୟା ୨୮୯ , ମୃତ ସଂଖ୍ୟା ୩୨୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୭୭୪ ସୁସ୍ଥ ସଂଖ୍ୟା ୫୭,୬୬୦ ଚିକିତ୍ସିତ ସଂଖ୍ୟା ୭୭୩ ,ମୃତ ସଂଖ୍ୟା ୩୩୭ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୧୫୨ ସୁସ୍ଥ ସଂଖ୍ୟା ୯,୫୨୫ ଚିକିତ୍ସିତ ସଂଖ୍ୟା ୫୮୪ ,ମୃତ ସଂଖ୍ୟା ୪୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।