ଭୁବନେଶ୍ବର ୨୦/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୭୭। ପଜିଟିଭ ସଂଖ୍ୟା ୮,୭୭,୫୦୨ ଚିହ୍ନଟ ହୋଇଛନ୍ତି ୮,୩୫,୧୩୨ ଜଣ ସୁସ୍ଥ ହୋଇଥିବା ବେଳେ ୩୮,୭୨୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୫୯୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୦,୬୯୮ ସୁସ୍ଥ ସଂଖ୍ୟା ୧,୨୩,୯୪୨ ଚିକିତ୍ସିତ ସଂଖ୍ୟା ୬,୪୧୦, ମୃତ ସଂଖ୍ୟା ୫୬୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୨,୩୮୪ ସୁସ୍ଥ ସଂଖ୍ୟା ୬୮,୩୮୪ ଚିକିତ୍ସିତ ସଂଖ୍ୟା ୩୭୫୯, ମୃତ ସଂଖ୍ୟା ୨୩୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୮୫୬ ସୁସ୍ଥ ସଂଖ୍ୟା ୩୨,୩୦୧ ଚିକିତ୍ସିତ ସଂଖ୍ୟା ୨୩୫ , ମୃତ ସଂଖ୍ୟା ୩୧୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୪୪୦ ସୁସ୍ଥ ସଂଖ୍ୟା ୫୬,୯୭୮ ଚିକିତ୍ସିତ ସଂଖ୍ୟା ୧୧୩୦ ,ମୃତ ସଂଖ୍ୟା ୩୨୮ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୯୦୪ ସୁସ୍ଥ ସଂଖ୍ୟା ୯,୨୪୪ ଚିକିତ୍ସିତ ସଂଖ୍ୟା ୬୧୮ ,ମୃତ ସଂଖ୍ୟା ୩୯ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।