ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୮୦୬।

0 1,292

ଭୁବନେଶ୍ବର ୧୮/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୮୦୬। ପଜିଟିଭ ସଂଖ୍ୟା ୮,୭୦,୪୯୮ ଚିହ୍ନଟ ହୋଇଛନ୍ତି ୮,୨୩,୫୯୯ ଜଣ ସୁସ୍ଥ ହୋଇଥିବା ବେଳେ ୪୩,୩୩୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୫୦୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୯,୫୭୪ ସୁସ୍ଥ ସଂଖ୍ୟା ୧,୨୨,୨୪୯ ଚିକିତ୍ସିତ ସଂଖ୍ୟା ୬,୭୫୬, ମୃତ ସଂଖ୍ୟା ୫୫୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୧,୫୮୧ ସୁସ୍ଥ ସଂଖ୍ୟା ୬୭,୨୫୨ ଚିକିତ୍ସିତ ସଂଖ୍ୟା ୪୦୯୭, ମୃତ ସଂଖ୍ୟା ୨୨୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୮୦୩ ସୁସ୍ଥ ସଂଖ୍ୟା ୩୨,୨୦୯ ଚିକିତ୍ସିତ ସଂଖ୍ୟା ୨୭୭ , ମୃତ ସଂଖ୍ୟା ୩୦୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୩୧୯ ସୁସ୍ଥ ସଂଖ୍ୟା ୫୬,୪୯୬ ଚିକିତ୍ସିତ ସଂଖ୍ୟା ୧୪୯୭ ,ମୃତ ସଂଖ୍ୟା ୩୨୨ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୭୮୦ ସୁସ୍ଥ ସଂଖ୍ୟା ୯,୧୧୧ ଚିକିତ୍ସିତ ସଂଖ୍ୟା ୬୩୦ ,ମୃତ ସଂଖ୍ୟା ୩୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.