ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୬୩୧।

0 1,438

ଭୁବନେଶ୍ବର ୧୭/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୬୩୧। ପଜିଟିଭ ସଂଖ୍ୟା ୮,୬୬,୬୯୨ ଚିହ୍ନଟ ହୋଇଛନ୍ତି ୮,୧୭,୩୫୯ ଜଣ ସୁସ୍ଥ ହୋଇଥିବା ବେଳେ ୪୫,୮୦୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୪୭୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୮,୯୫୭ ସୁସ୍ଥ ସଂଖ୍ୟା ୧,୨୧,୩୯୭ ଚିକିତ୍ସିତ ସଂଖ୍ୟା ୬,୯୯୬, ମୃତ ସଂଖ୍ୟା ୫୫୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୧,୧୮୮ ସୁସ୍ଥ ସଂଖ୍ୟା ୬୬,୭୪୮ ଚିକିତ୍ସିତ ସଂଖ୍ୟା ୪୨୧୨, ମୃତ ସଂଖ୍ୟା ୨୨୪, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୭୬୭ ସୁସ୍ଥ ସଂଖ୍ୟା ୩୨,୧୪୦ ଚିକିତ୍ସିତ ସଂଖ୍ୟା ୩୧୦ , ମୃତ ସଂଖ୍ୟା ୩୦୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୨୦୦ ସୁସ୍ଥ ସଂଖ୍ୟା ୫୬,୩୮୮ ଚିକିତ୍ସିତ ସଂଖ୍ୟା ୧୪୮୯ ,ମୃତ ସଂଖ୍ୟା ୩୧୯ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୭୦୫ ସୁସ୍ଥ ସଂଖ୍ୟା ୯,୦୧୩ ଚିକିତ୍ସିତ ସଂଖ୍ୟା ୬୫୩ ,ମୃତ ସଂଖ୍ୟା ୩୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.