ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୫୩୫।

0 1,328

ଭୁବନେଶ୍ବର ୧୬/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୩୫। ପଜିଟିଭ ସଂଖ୍ୟା ୮,୬୩,୦୬୧ ଚିହ୍ନଟ ହୋଇଛନ୍ତି ୮,୧୧,୭୮୦ ଜଣ ସୁସ୍ଥ ହୋଇଥିବା ବେଳେ ୪୭,୭୯୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୪୩୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୮,୪୫୧ ସୁସ୍ଥ ସଂଖ୍ୟା ୧,୨୦,୮୦୨ ଚିକିତ୍ସିତ ସଂଖ୍ୟା ୭,୦୯୧, ମୃତ ସଂଖ୍ୟା ୫୪୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୦,୭୫୦ ସୁସ୍ଥ ସଂଖ୍ୟା ୬୬,୨୯୪ ଚିକିତ୍ସିତ ସଂଖ୍ୟା ୪୨୩୨, ମୃତ ସଂଖ୍ୟା ୨୨୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୭୪୦ ସୁସ୍ଥ ସଂଖ୍ୟା ୩୨,୧୦୦ ଚିକିତ୍ସିତ ସଂଖ୍ୟା ୩୨୬ , ମୃତ ସଂଖ୍ୟା ୩୦୬, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୧୧୭ ସୁସ୍ଥ ସଂଖ୍ୟା ୫୬,୧୧୬ ଚିକିତ୍ସିତ ସଂଖ୍ୟା ୧୬୮୨ ,ମୃତ ସଂଖ୍ୟା ୩୧୫ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୬୪୯ ସୁସ୍ଥ ସଂଖ୍ୟା ୮,୯୪୦ ଚିକିତ୍ସିତ ସଂଖ୍ୟା ୬୭୦ ,ମୃତ ସଂଖ୍ୟା ୩୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.