ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୪୦୫।

0 1,250

ଭୂବନେଶ୍ବର ୧୫/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୪୦୫। ପଜିଟିଭ ସଂଖ୍ୟା ୮,୫୯,୫୨୬ ଚିହ୍ନଟ ହୋଇଛନ୍ତି ୮,୦୪,୯୮୧ ଜଣ ସୁସ୍ଥ ହୋଇଥିବା ବେଳେ ୫୧,୧୦୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୩୮୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୭,୯୧୮ ସୁସ୍ଥ ସଂଖ୍ୟା ୧,୧୯,୬୨୦ ଚିକିତ୍ସିତ ସଂଖ୍ୟା ୭,୭୪୫, ମୃତ ସଂଖ୍ୟା ୫୪୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୦,୪୩୦ ସୁସ୍ଥ ସଂଖ୍ୟା ୬୫,୬୦୫ ଚିକିତ୍ସିତ ସଂଖ୍ୟା ୪୬୦୪, ମୃତ ସଂଖ୍ୟା ୨୧୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୭୧୪ ସୁସ୍ଥ ସଂଖ୍ୟା ୩୨,୦୩୧ ଚିକିତ୍ସିତ ସଂଖ୍ୟା ୩୭୩ , ମୃତ ସଂଖ୍ୟା ୩୦୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୦୪୧ ସୁସ୍ଥ ସଂଖ୍ୟା ୫୫,୮୭୫ ଚିକିତ୍ସିତ ସଂଖ୍ୟା ୧୮୫୦ ,ମୃତ ସଂଖ୍ୟା ୩୧୨ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୫୮୧ ସୁସ୍ଥ ସଂଖ୍ୟା ୮,୮୨୩ ଚିକିତ୍ସିତ ସଂଖ୍ୟା ୭୧୯ ,ମୃତ ସଂଖ୍ୟା ୩୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.