ଭୁବନେଶ୍ବର ୧୯/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୪୨୭। ପଜିଟିଭ ସଂଖ୍ୟା ୮,୭୩,୯୨୫ ଚିହ୍ନଟ ହୋଇଛନ୍ତି ୮,୨୯,୮୫୧ ଜଣ ସୁସ୍ଥ ହୋଇଥିବା ବେଳେ ୪୦,୪୭୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୫୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୦,୧୨୭ ସୁସ୍ଥ ସଂଖ୍ୟା ୧,୨୩,୧୪୨ ଚିକିତ୍ସିତ ସଂଖ୍ୟା ୬,୪୧୦, ମୃତ ସଂଖ୍ୟା ୫୬୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୧,୯୭୭ ସୁସ୍ଥ ସଂଖ୍ୟା ୬୭,୮୭୪ ଚିକିତ୍ସିତ ସଂଖ୍ୟା ୪୮୬୭, ମୃତ ସଂଖ୍ୟା ୨୩୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୮୨୯ ସୁସ୍ଥ ସଂଖ୍ୟା ୩୨,୨୬୦ ଚିକିତ୍ସିତ ସଂଖ୍ୟା ୨୫୨ , ମୃତ ସଂଖ୍ୟା ୩୦୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୮,୩୯୭ ସୁସ୍ଥ ସଂଖ୍ୟା ୫୬,୭୭୪ ଚିକିତ୍ସିତ ସଂଖ୍ୟା ୧୨୯୩ ,ମୃତ ସଂଖ୍ୟା ୩୨୬ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୮୧୮ ସୁସ୍ଥ ସଂଖ୍ୟା ୯,୧୭୬ ଚିକିତ୍ସିତ ସଂଖ୍ୟା ୬୩୦ ,ମୃତ ସଂଖ୍ୟା ୩୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।