ଭୁବନେଶ୍ବର ୧୦/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୦୯୭। ପଜିଟିଭ ସଂଖ୍ୟା ୮,୩୭,୨୨୬ ଚିହ୍ନଟ ହୋଇଛନ୍ତି ୭,୬୪,୬୭୩ ଜଣ ସୁସ୍ଥ ହୋଇଥିବା ବେଳେ ୬୯,୩୩୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩୧୬୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୪,୭୩୧ ସୁସ୍ଥ ସଂଖ୍ୟା ୧,୧୩,୯୪୨ ଚିକିତ୍ସିତ ସଂଖ୍ୟା ୧୦,୨୬୨, ମୃତ ସଂଖ୍ୟା ୫୧୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୮,୨୪୫ ସୁସ୍ଥ ସଂଖ୍ୟା ୬୧,୭୨୩ ଚିକିତ୍ସିତ ସଂଖ୍ୟା ୬୩୨୧, ମୃତ ସଂଖ୍ୟା ୧୯୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୪୮୯ ସୁସ୍ଥ ସଂଖ୍ୟା ୩୧,୫୬୪ ଚିକିତ୍ସିତ ସଂଖ୍ୟା ୬୨୩, ମୃତ ସଂଖ୍ୟା ୨୯୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୭,୩୦୪ ସୁସ୍ଥ ସଂଖ୍ୟା ୫୪,୨୯୨ ଚିକିତ୍ସିତ ସଂଖ୍ୟା ୨୭୦୯ ,ମୃତ ସଂଖ୍ୟା ୨୯୯ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୨୩୭ ସୁସ୍ଥ ସଂଖ୍ୟା ୮,୨୮୬ ଚିକିତ୍ସିତ ସଂଖ୍ୟା ୯୧୪ ,ମୃତ ସଂଖ୍ୟା ୩୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।