ଭୁବନେଶ୍ବର ୦୫/୦୬(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୩୯୫। ପଜିଟିଭ ସଂଖ୍ୟା ୮,୦୬,୦୯୪ ଚିହ୍ନଟ ହୋଇଛନ୍ତି ୭,୨୪,୪୦୨ ଜଣ ସୁସ୍ଥ ହୋଇଥିବା ବେଳେ ୭୮,୬୮୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୨୯୫୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୨୦,୪୦୩ ସୁସ୍ଥ ସଂଖ୍ୟା ୧,୦୯,୧୭୦ ଚିକିତ୍ସିତ ସଂଖ୍ୟା ୧୦,୭୩୨, ମୃତ ସଂଖ୍ୟା ୪୯୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୫,୩୦୭ ସୁସ୍ଥ ସଂଖ୍ୟା ୫୭,୭୦୧ ଚିକିତ୍ସିତ ସଂଖ୍ୟା ୭୪୨୨, ମୃତ ସଂଖ୍ୟା ୧୮୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୨,୧୬୯ ସୁସ୍ଥ ସଂଖ୍ୟା ୩୦,୮୬୧ ଚିକିତ୍ସିତ ସଂଖ୍ୟା ୧୦୧୨, ମୃତ ସଂଖ୍ୟା ୨୮୮, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୬,୧୮୫ ସୁସ୍ଥ ସଂଖ୍ୟା ୫୨,୧୬୮ ଚିକିତ୍ସିତ ସଂଖ୍ୟା ୩୭୩୧ ,ମୃତ ସଂଖ୍ୟା ୨୮୨ , ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୭୫୦ ସୁସ୍ଥ ସଂଖ୍ୟା ୭,୭୬୯ ଚିକିତ୍ସିତ ସଂଖ୍ୟା ୯୪୬ ,ମୃତ ସଂଖ୍ୟା ୩୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।